ସକେଇ କାନ୍ଦିବା
ଦେଖଣା
ସକେଇ କାନ୍ଦିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସକେଇ କାନ୍ଦିବା
|
ସକା(କେ)ଇବା—ଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]ସକ୍ ସକ୍ ହୋଇ କାନ୍ଦିବା; ଘନ ଘନ ରୁଦ୍ଧ ନିଃଶ୍ୱାସ ତ୍ୟାଗପୂର୍ବକ କାନ୍ଦିବା —To cry with restrained or suppressed sobs; to whimper; to snivel.
[ଉ—ତୁଛା ବସି ସକାଇ କାନ୍ଦୁ ଅଛୁ କେତେ କୃଷ୍ଣସିଂହ. ମହାଭାରତ. ବିରାଟ]