Jump to content

ସକୋପ

ଉଇକିଅଭିଧାନ‌ରୁ

ସକୋପ

ଉଚ୍ଚାରଣ

[ସମ୍ପାଦନା]

(ସକ୍ରୋଧ, ସରୋକ୍ଷ—ଅନ୍ୟରୂପ)

(ସକୋସା, ସକ୍ରୋଧା, ସରୋଷା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସହାର୍ଥ ବହୁବ୍ରୀହି; କୋପ ସହିତ ବର୍ତ୍ତମାନ ଯେ)

[ସମ୍ପାଦନା]

ରାଗାନ୍ୱିତ; କ୍ରୁଦ୍ଧ —Angry; wrathful.