ସକ୍ତ
ଦେଖଣା
ସକ୍ତ
ଉଚ୍ଚାରଣ
[ସମ୍ପାଦନା](ସକ୍ତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସନ୍ଜ୍ ଧାତୁ=ଆସକ୍ତ ହେବା+କର୍ତ୍ତୃ. ତ)
[ସମ୍ପାଦନା]- ୧. ଅର୍ପିତ —୧. Deposited; offered.
- ୨. ନିର୍ଦ୍ଦିଷ୍ଟ —୨. Fixed; specified.
- ୩. ଆସକ୍ତ — ୩. Devoted to; attached to; engaged.
- ୪. ମନୋଯୋଗୀ —୪. Attentive to.
- ୫. ସଂଲଗ୍ନ; ଲାଗି ଯାଇଥିବା —୫. Connected with; securely-joined to; stuck to.