Jump to content

ସକ୍ତୁକ

ଉଇକିଅଭିଧାନ‌ରୁ

ସକ୍ତୁକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସକ୍ତୁ+ସ୍ୱାର୍ଥେ. କ)

[ସମ୍ପାଦନା]
୧. ସକ୍ତୁ (ଦେଖ) - —୧. Saktu (See)
୨. ବିଷବୃକ୍ଷବିଶେଷ (ଯହିଁର ଗ୍ରନ୍ଥି ସକ୍ତୁ ତୁଲ୍ୟ ଚୂର୍ଣ୍ଣ ପଦାର୍ଥରେ ପୂର୍ଣ୍ଣ) —୨. A sort of poisonous plant the nodes of wich are full of powdery matter.