Jump to content

ସକ୍ଥି

ଉଇକିଅଭିଧାନ‌ରୁ

ସକ୍ଥି

ଉଚ୍ଚାରଣ

[ସମ୍ପାଦନା]

(ସକ୍ଥି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ସନ୍ଜ ଧାତୁ=ଆସକ୍ତ ହେବା+ଥି)

[ସମ୍ପାଦନା]
୧. ଊରୁ ଊରୁସନ୍ଧି; ଜଙ୍ଘ —୧. The thigh.
୨. ଶକଟର ଅଙ୍ଗବିଶେଷ —୨. A part of a cart.

(ଉ—ବିଦ୍ୟମିତ୍ର ପୁତ୍ର ମିତ୍ରକଟି ହନୁମନ୍ତ ପ୍ରଭୁ ସକ୍ଥିତାର —ଭଞ୍ଜ, ବୈଦେହୀଶବିଳାସ)