ସକ୍ୱକ୍
ଦେଖଣା
ସକ୍ୱକ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସକ୍ୱକ୍
|
[ସକ୍ ବଅ (ହ) କ୍, ସଅକବଅ (ହ) କ—ଅନ୍ୟରୂପ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କାଇଲ୍ ମାକୁଲ୍; ଭ୍ରମ ଓ ଦୋଷ — ୧. Mistake and fault.
- ୨. ଅଭାବ ଅସୁବିଧା —୨. Want; disadvantage.
[ଦ୍ରଷ୍ଟବ୍ୟ —ସକ୍ ବକ୍ରେ ଦିନେ ଅଧେ କଅଣ ଚଳି ଗଲେ ହୁଏ ନାହିଁ]