ସକ୍ ସକେଇବା
ଦେଖଣା
ସକ୍ ସକେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସକ୍ ସକେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ସକ୍ ସକ୍ ହୋଇ କାନ୍ଦିବା; ସକେଇ କାନ୍ଦିବା —To weep or cry with suppressed sobs; to whimper; to whine; to snivel.
ସକ୍ ସକେଇବା
|
ସକ୍ ସକ୍ ହୋଇ କାନ୍ଦିବା; ସକେଇ କାନ୍ଦିବା —To weep or cry with suppressed sobs; to whimper; to whine; to snivel.