Jump to content

ସକ୍ ସକ୍

ଉଇକିଅଭିଧାନ‌ରୁ

ସକ୍ ସକ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସକାଇ କାନ୍ଦିବା —୧. Whimpering; cry with restrained or bated breathings; sobbing cry; cry accompanied with restrained sobs.
୨. ଭୂମିର ଆର୍ଦ୍ରତା —୨. Wetness or dampness of the soil.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ସକାଇ କାନ୍ଦୁଥିବା —୧. Whimpering; crying with bated breath or with restrained sobs.
୨. (ସଂସ୍କୃତ - ସିକ୍ତ) ଆର୍ଦ୍ର — ୨. Wet; damp.
୩. (ଫାରାସୀ - ସୌକ୍) ଆଗ୍ରହାନ୍ୱିତ; ଲାଳାୟିତ; ହାଇଁପାଇଁ —୩. Covetous; extremely eager.