Jump to content

ସକ୍ ସକ୍ ହେବା

ଉଇକିଅଭିଧାନ‌ରୁ

ସକ୍ ସକ୍ ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ସକାଇ କାନ୍ଦିବା —୧. To cry with suppressed sobs; to whimper; to snivel.
୨. (ଫାରାସୀ - ସୌକ୍ =ଆଗ୍ରହ) କୌଣସି ବସ୍ତୁ ବା ବିଷୟ ପାଇଁ ଅଳି ଲଗାଇ କାନ୍ଦିବା —୨. To whimper for anything; to weep or sob plaintively.
୩. କୌଣସି ବିଷୟ ପାଇଁ ଆଗ୍ରହାନ୍ୱିତ ବା ଲାଳାୟିତ ହେବା; ହାଇଁପାଇଁ ହେବା — ୩. To hanker after anything.
୪. (ସଂସ୍କୃତ - ସିକ୍ତ) ଆର୍ଦ୍ର ହେବା —୪. To be damp.