Jump to content

ସଖ

ଉଇକିଅଭିଧାନ‌ରୁ

ସଖ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ଓ ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

[ଅନ୍ୟ ଶବ୍ଦ ସଙ୍ଗେ 'ସଖା' ଶବ୍ଦ ସମାସରେ ଯୁକ୍ତ ହେଲେ 'ସଖ' ହୁଏ (ଯଥା—ଇନ୍ଦ୍ରସଖ, ବାୟୁସଖ)] ସଖା; ବନ୍ଧୁ Friend; The form of word 'Sakhā' when compounded with another word.]