Jump to content

ସଖା ସୋଦର

ଉଇକିଅଭିଧାନ‌ରୁ

ସଖା ସୋଦର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବନ୍ଧୁ କୁଟୁମ୍ୱ —Friends and relatives.

(ଉ—ସଖା ସୋଦର ମୋର ନାହିଁ, ମୁଁ କିମ୍ପା ଥିବି ଏକା ହୋଇ? ପ୍ରାଚୀ. ନିର୍ଗୁଣ ମାହାତ୍ମ୍ୟ)