ସଖୀ ଭାବ
ଦେଖଣା
ସଖୀ ଭାବ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ବୈଷ୍ଣବ ସମ୍ପ୍ରଦାୟ ବ୍ୟବହୃତ ଶବ୍ଦ)
[ସମ୍ପାଦନା]ବୟସ୍ୟ ଭାବ; ଶ୍ରୀକୃଷ୍ଣଙ୍କ ପ୍ରତି ବୟସ୍ୟା ବା ସହଚରୀ ଭାବ — The state of being a bosom friend; the condition of thinking one's self as the 'Sakhā' or 'Sakhī' of Ṡri Kṛushṇa.
[ଦ୍ରଷ୍ଟବ୍ୟ —ଶ୍ରୀଚୈତନ୍ୟଦେବ ଏହି 'ସଖୀ ଭାବ'ରେ ଓ ବିଶେଷତଃ 'ସହଚରୀ' ରୂପେ ଶ୍ରୀକୃଷ୍ଣଙ୍କ ଭକ୍ତି କଲେ କୃଷ୍ଣପ୍ରାପ୍ତି ହୁଏ ବୋଲି ପ୍ରଚାର କଲେ; ଅର୍ଥାତ୍ ଶ୍ରୀକୃଷ୍ଣଙ୍କୁ ତାଙ୍କର ସଖାମାନେ (ସୁଦାମା, ସୁବଳ ପ୍ରଭୃତି) ଓ ସଖୀମାନେ (ରାଧିକା, ଲଳିତା, ବିଶାଖା ଆଦି) ଯେଉଁ ମଧୂରତାପୂର୍ଣ୍ଣ ସଖ୍ୟ ଭାବରେ ଭକ୍ତି କରୁଥିଲେ, ସେହିପରି ମାଧୁର୍ଯ୍ୟପୂର୍ଣ୍ଣ ଭକ୍ତି କଲେ ଭଗବତ୍— ପ୍ରାପ୍ତି ହୁଏ]