ସଗଣ
ଦେଖଣା
ସଗଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ସ=ସହିତ+ଗଣ=ଅନୁଚର; ଆପଣା ଜାତୀୟ ବସ୍ତୁ ବା ବ୍ୟକ୍ତି)
[ସମ୍ପାଦନା]- ୧. ସାନୁଚର — ୧. Accompanied with one's retinue; attended by one's followers.
- ୨. ସଦଳ; ଆପଣା ଦଳୀୟ ବା ଜାତୀୟ ବସ୍ତୁମାନଙ୍କ ବା ବ୍ୟକ୍ତିମାନଙ୍କ ସହିତ —୨. Accompanied with the members of one's own class.
- ୩. (ସ=ସମାନ ଅଟେ ଗଣ ଯାହାର) ଆପଣା ଜାତୀୟ, ଏକ— ଜାତୀୟ —୩. Of the same class.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ତିନୋଟି ବର୍ଣ୍ଣ ଛନ୍ଦରେ ବ୍ୟବହୃତ ହୋଇଥାଏ —The three letters that are used in a metrical composition.
[ଦ୍ରଷ୍ଟବ୍ୟ —ଏହି ତିନୋଟି ବର୍ଣ୍ଣ ମଧ୍ୟରୁ ପ୍ରଥମ ଦୁଇ ବର୍ଣ୍ଣ ଲଘୁ ଓ ଶେଷ ବର୍ଣ୍ଣଟି ଗୁରୁ]
ଅନୁବାଦ
[ସମ୍ପାଦନା](ସଗଣେ—ଅନ୍ୟ କ୍ରି. ବିଣରୂପ)
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ସଦଳବଳ ହୋଇ —In company with one's attendants and companions.
[ଉ—ସଗଣେ ବସିଲେ ସୁନ୍ଦର ରଥେ ମଧୁସୂଦନ. କବିତାବଳୀ]