Jump to content

ସଗର୍ବେ

ଉଇକିଅଭିଧାନ‌ରୁ

ସଗର୍ବେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ସଗର୍ବରେ—ଅନ୍ୟରୂପ)

ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ସଗର୍ବ)

[ସମ୍ପାଦନା]

ଗର୍ବ ସହକାରେ; ଗର୍ବିତଭାବରେ —Proudly; arrogant ly; with arrogance.

[ଯଥା—ମୁଁ

ସଗର୍ବରେ କହିପାରେ ଯେ, ମୋ ସାଆନ୍ତ ନିଷ୍କଳଙ୍କ ଚନ୍ଦ୍ର ଅଟନ୍ତି)