Jump to content

ସଗର୍ଭ

ଉଇକିଅଭିଧାନ‌ରୁ

ସଗର୍ଭ

ଉଚ୍ଚାରଣ

[ସମ୍ପାଦନା]
(ସର୍ଗଭା—ସ୍ତ୍ରୀ) 

=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି, ସ=ସହିତ+ଗର୍ଭ=ଉଦର)

୧. ଅଭ୍ୟନ୍ତରିତ ସୂକ୍ଷ୍ମପତ୍ରାଦି ଯୁକ୍ତ (କୁଶ ଦୂର୍ବାଦି) — (a blade of Kusa grass) Enclosing a small leaf within it.
୨. ଗର୍ଭଯୁକ୍ତ; ଉଦରଯୁକ୍ତ —୨. Having a garbha i.e. belly; bellied; having an uterus.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ବହୁବ୍ରୀହି, ସ=ସମାନ+ଗର୍ଭ=ମାତୃଗର୍ଭ, ଯେ ଏକ ମାତୃଗର୍ଭରୁ ଜାତ)

[ସମ୍ପାଦନା]

ଭାଇ; ସହୋଦର — One's full brother; uterine brother.