Jump to content

ସଗର୍ଭା

ଉଇକିଅଭିଧାନ‌ରୁ

ସଗର୍ଭା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ସଗର୍ଭ+ଆ)

[ସମ୍ପାଦନା]

ଗର୍ଭବତୀ —Pregnant; big with child.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ସହୋଦରା; ଏକମାତାଙ୍କ ଗର୍ଭଜାତ କନ୍ୟା; ଆପଣାର ଭଉଣୀ —One's full sister or uterine sister.