ସଗା
ଦେଖଣା
ସଗା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ତୁଳ, ତୁଳାବିପରୀତ
ଦେଶଜ - ବିଶେଷଣ - [ସଂସ୍କୃତ - ସଗାତ୍ର (ସ=ସହିତ ବା ସଂଲଗ୍ନ+ଗାତ୍ର= ଦେହ); ତୋଡ଼ି ଆଦିର ବେଣ୍ଟ, କୋଡ଼ିର ଗାତ୍ର ବା ଦେହର ସଂଲଗ୍ନ ହେଉଥିବାରୁ]
[ସମ୍ପାଦନା]ଯେଉଁ କୋଡ଼ିର ବା କାଙ୍କର ମୂଳର କଣା (ଯହିଁ ଭିତରେ ବେଣ୍ଟ ପଶେ) ଏପରି ହୋଇଥାଏ ଯେ, ତହିଁରେ ପୁରାଯିବା ବେଣ୍ଟଟି କୋଡ଼ିର ମୁହଁ ପାଖକୁ ଲାଗିଯାଏ —(the eye of spade) Constructed in such a manner that the handle which is passed through it comes very close to its blade or body.