ସଗୁଣ
ଦେଖଣା
ସଗୁଣ
ଉଚ୍ଚାରଣ
[ସମ୍ପାଦନା](ନିର୍ଗୁଣ—ବିପରୀତ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି, ସ=ସହ+ଗୁଣ)
[ସମ୍ପାଦନା]- ୧. ଗୁଣଯୁକ୍ତ — ୧. Possessed of attributes.
- ୨. ଉତ୍ତମ ଗୁଣଯୁକ୍ତ —୨. Possessed of good attributes or qualities.
- ୩. ସତ୍ତ୍ୱ, ରଜଃ ଓ ତମଃ ଆଦି ଗୁଣବିଶିଷ୍ଟ —୩. Possessing the three wordly attributes
(ସତ୍ତ୍ୱ —good, ରଜଃ — indifferent, ତମଃ —bad).
- ୪. ସାଂସାରିକ — ୪. Worldly.
- ୫. ଗୁଣ ବା ଦଉଡି ଲାଗିଥିବା (ଧନୁ); ଯେଉଁ ଧନୁରେ ଗୁଣ ଚଢିଥାଏ —୫. Stringed (bow).
- ୬. ସାକାର; ଶରୀରୀ — ୬. Corporeal; having a form.