ସଗୁଣା
ଦେଖଣା
ସଗୁଣା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଭକ୍ତବିଶେଷ —A kind of devotion.
[ଉ—ସର୍ବତ୍ର ଦେଖଇ ସମାନ, ସାତ୍ତ୍ୱିକ ଭକ୍ତି ତାକୁ ଜାଣ ଏହି ପ୍ରକାରେ ନବ ନବ, ସଗୁଣା ଏକାଅଶୀ ଭାବ— ଜଗନ୍ନାଥ; ଭାଗବତ]
[ଦ୍ରଷ୍ଟବ୍ୟ —ସାତ୍ତ୍ୱିକ, ରାଜସ ଓ ତାମସ, ଏହି ତ୍ରିବିଥ ଭକ୍ତିଯୋଗ ମଧ୍ୟରେ ମୃଦୁ, ମଧ୍ୟ ଓ ଉତ୍ତମ ଭେଦରେ ନଅ ପ୍ରକାର ଭେଦ ଅଛି ଏହି ନଅ ପ୍ରକାର ମଧ୍ୟରେ ପ୍ରତ୍ୟେକର ଶ୍ରବଣ କୀର୍ତ୍ତନାଦି ଭେଦରେ ନବଧା ଭେଦ ଥିବାରୁ ସଗୁଣା ଭକ୍ତି ଏକାଅଶୀ ପ୍ରକାର ଅଟେ]