Jump to content

ସଗୁଣୋପାସନା

ଉଇକିଅଭିଧାନ‌ରୁ

ସଗୁଣୋପାସନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସଗୁଣ+ଉପାସନା; କର୍ମଧାରୟ)

[ସମ୍ପାଦନା]
୧. ଈଶ୍ୱରଙ୍କୁ ସଗୁଣ ବା ଶରୀରୀ ବଳ୍ପନାରେ ଆରାଧନା —୧. Worshipping God as manifesting Himself in a visible body having attributes, human and divine.
୨. ସାକାର ଉପାସନା —Image-worship; idolatry; worship of God considered as possessed of different attributes and assuming different bodies.

[ଦ୍ରଷ୍ଟବ୍ୟ —ସୃଷ୍ଟିକର୍ତ୍ତା ରୂପରେ 'ବ୍ରହ୍ମା', ପାଳନକର୍ତ୍ତାରୂପରେ 'ବିଷ୍ଣୁ' ଓ ସଂହାରକ ରୂପରେ 'ଶିବ'—ଈଶ୍ୱରଙ୍କ ଏହିପରି କଳ୍ପନାପୂର୍ବକ ଆରାଧନା କରିବା ସଗୁଣୋପସନାର ବିଧି]