Jump to content

ସଘନ

ଉଇକିଅଭିଧାନ‌ରୁ

ସଘନ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଣ(ସ=ସହିତ+ଘନ=ନୃତ୍ୟ ବିଶେଷ; ବହୁବ୍ରୀହି)

[ସମ୍ପାଦନା]

ନୃତ୍ୟଶୀଳ —Dancing.

ଦେଶଜ - କ୍ରି.ବିଶେଷଣ - (ପଦ୍ୟ) (ସଂସ୍କୃତ - ଘନର ଅଶୁଦ୍ଧ ପ୍ରୟୋଗ)

[ସମ୍ପାଦନା]

ଘନଘନ; ବାରମ୍ୱାର —Repeatedly; over and over.

ଦେଶଜ - ବିଶେଷଣ - (ପଦ୍ୟ) (ସଂସ୍କୃତ - 'ଘନ'ର ଅଶୁଦ୍ଧ ପ୍ରୟୋଗ)

[ସମ୍ପାଦନା]

ଘନ —Dense.

(ଉ—ବନ ସଘନେ ରାତ୍ରେ ଡରି; ସେ ନିଜ ଶକତି ସୁମରି ଭୂପତି. ପ୍ରେମ ପଞ୍ଚାମୃତ)