Jump to content

ସଙ୍କେଇବା

ଉଇକିଅଭିଧାନ‌ରୁ

ସଙ୍କେଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର)କ୍ରି

[ସମ୍ପାଦନା]

ଧାନ କୁଟାଯିବା ସମୟରେ କୁଟା ହେଉଥିବା ଧାନର ସବୁ ଅଂଶ ଉପରେ ଢିଙ୍କିର ପାହାର ସମାନ ଭାବରେ ପଡିବା ଲାଗି ମଝିରେ ମଝିରେ ହାତରେ ବା ଲମ୍ୱା ଯଷ୍ଟି ସାହାଯ୍ୟରେ ଧାନକୁ ଓଲଟାଇ ଦେବା — To turn upside down the contents of the pit with the help of the palm or a rod while paddy is being husked.