Jump to content

ସଙ୍ଖଡା

ଉଇକିଅଭିଧାନ‌ରୁ

ସଙ୍ଖଡା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - ବିଶେଷ୍ୟ - (ବସ୍ତର)

[ସମ୍ପାଦନା]

ଭୁକ୍ତାବଶିଷ୍ଟ ଦ୍ରବ୍ୟ; ସଙ୍ଖୁଡୀ — ୧. Food left after being par taken of by somebody.

ବିଶେଷଣ -

[ସମ୍ପାଦନା]

ସଙ୍ଖୁଡି ଖାଦ୍ୟ; ଉଚ୍ଛିଷ୍ଟ ଖାଦ୍ୟ —(articles of food) Left on the plate after taking meal in it.