Jump to content

ସଙ୍ଖୁଡି କରିବା

ଉଇକିଅଭିଧାନ‌ରୁ

ସଙ୍ଖୁଡି କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ପାତ୍ରରେ ସଙ୍ଖୁଡି ଜିନିସ (ଅନ୍ନ ପ୍ରଭୃତି) ଲଗାଇବା —୧. To touch any utensil with eaten food etc.
୨. ପାତ୍ରସ୍ଥ ଅନ୍ନାଦିରୁ ଅଂଶମାତ୍ର ଖାଇବା ଯୋଗୁଁ ଅନ୍ନାଦିକୁ ଅଇଁଠା ବା ଉଚ୍ଛିଷ୍ଟ କରିବା — ୨. To pollute rice etc etc by partaking of a part of it from the same pot.