Jump to content

ସଙ୍ଖୁଡି ପକାଇବା

ଉଇକିଅଭିଧାନ‌ରୁ

ସଙ୍ଖୁଡି ପକାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଭୂମିରେ ସଙ୍ଖୁଡି ଚିଜ ବିଞ୍ଚିବା — ୧. To strew particles of partaken rice etc on the ground.
୨. ସଙ୍ଖୁଡି ବାସନକୁ ନ ଉଠାଇ ସେହି ସ୍ଥାନରେ ଛାଡିଯିବା —୨. To leave unwashed utensils at the place of meal.