Jump to content

ସଙ୍ଖୁଡି ହେବା

ଉଇକିଅଭିଧାନ‌ରୁ

ସଙ୍ଖୁଡି ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଆପେ ଅନ୍ନ ଆଦିକୁ ଛୁଇଁବା — To touch rice etc.

[ଦ୍ରଷ୍ଟବ୍ୟ —ଭାତ ଆଦିକୁ ଛୁଇଁଲେ ବା ହାଣ୍ଡିରୁ ବାଢିଲେ ବା ଅନ୍ୟ ବ୍ୟକ୍ତିକୁ ପରିବେଷଣ କଲେ ଛୁଇଁ ବା ବ୍ୟକ୍ତିର ହାତ ସଙ୍ଖୁଡି ହୁଏ; କିନ୍ତୁ ସଙ୍ଖୁଡି ପଦାର୍ଥକୁ ଖାଇଲେ ଉକ୍ତ ପଦାର୍ଥ ଅଇଁଠା ବା ଉଚ୍ଛିଷ୍ଟ ହୁଏ ଏବଂ ଉକ୍ତ ମନୁଷ୍ୟର ହାତ ମଧ୍ୟ ଅଇଁଠା ହେଲା ବୋଲି କୁହାଯାଏ କୌଣସି ବ୍ୟକ୍ତି ଭାତ ଖାଇ ବସି କିଛି ନ ଖାଇଲେ କିମ୍ୱା ସାମାନ୍ୟ ମାତ୍ର ଆହାର କଲେ ଲୋକେ କହିଥାଆନ୍ତି— 'ସେ ଖାଲି ସଙ୍ଖୁଡି ହେଲା ମାତ୍ର'—ଅର୍ଥାତ୍ ସେ ସଙ୍ଖୁଡି ହୋଇ ଉଠିଲା, ଅଇଁଠା ହେଲା ନାହିଁ ଅର୍ଥାତ୍ ଖାଇଲା ନାହିଁ]