ସଙ୍ଖେଇବା
ଦେଖଣା
ସଙ୍ଖେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ବାଲେଶ୍ୱର)କ୍ରିୟାପଦ -
[ସମ୍ପାଦନା]ଧାନ କୁଟାଯିବା ସମୟରେ କୁଟା ହେଉଥିବା ଧାନର ସବୁ ଅଂଶ ଉପରେ ଢିଙ୍କିର ପାହାର ସମାନ ଭାବରେ ପଡିବା ଲାଗି ମଝିରେ ମଝିରେ ହାତରେ ବା ଲମ୍ୱା ଯଷ୍ଟି ସାହାଯ୍ୟରେ ଧାନକୁ ଓଲଟାଇ ଦେବା — To turn upside down the contents of the pit with the help of the palm or a rod while paddy is being husked.