ସଙ୍ଗତି
ସାଥି; ସାହଚର୍ଯ୍ୟ —Companionship.
[ଉ—କୁସଙ୍ଗତିର ସଙ୍ଗ ହେଲେ ଲୁହାର ଘଣ୍ଟି ବାଜେ; ସୁସଙ୍ଗତିର ସଙ୍ଗ ହେଲେ ସୁନାର ଘଣ୍ଟି ବାଜେ—ଢଗ]