Jump to content

ସଙ୍ଗମ

ଉଇକିଅଭିଧାନ‌ରୁ

ସଙ୍ଗମ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି(ସମ୍+ଗମ୍ ଧାତୁ+ଭାବ. ଅ)

[ସମ୍ପାଦନା]
୧. ଏକାଧିକ ନଦୀର ବା ନଦୀର ଓ ସମୁଦ୍ରର ମିଳନ ସ୍ଥାନ (ଯଥା—ଗଙ୍ଗା ଯମୁନା ସଙ୍ଗମ) —୧. The junction of rivers or of a river with the sea; the mouth of a river.
୨. ରତି; ମୈଥୁନ —୨. Copulation; cohabition; coition; sexual union.
୩. ସାହଚର୍ଯ୍ୟ —୩. Association.
୪. ସ୍ତ୍ରୀ ପୁରୁଷଙ୍କର ମିଥୁନୀଭାବ —୪. Conjuntion of a male with a female; meeting of lovers.

[ଦ୍ରଷ୍ଟବ୍ୟ —ଶାସ୍ତ୍ରମତରେ ସଙ୍ଗମ ତ୍ରିବିଧ—(୧) ପୁରୁଶର ସ୍ତ୍ରୀ ସଙ୍ଗେ କଟାକ୍ଷ, ଭାଷଣ, ଓ ହାସ୍ୟ, (୨) ଗନ୍ଧ, ମାଲ୍ୟ, ଧୂପ, ଭୂଷଣ ଓ ବସ୍ତ୍ରାଦି ପ୍ରେରଣ ଏବଂ ଅନ୍ନପାନାଦିଦ୍ୱାରା ପ୍ରଲୋଭନ (୩) ନିର୍ଜ୍ଜନରେ ଉଭୟଙ୍କର ପରସ୍ପର ସମାଶ୍ରୟ ଓ କେଶାକେଶି ଗ୍ରହ]

୫. ସମ୍ଭୋଗ — ୫. Enjoyment.