ସଙ୍ଗାତ ବସିବା
ଦେଖଣା
ସଙ୍ଗାତ ବସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଙ୍ଗାତ ବସିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା](ଦୁଇ ଜଣ) ପରସ୍ପର ମଧ୍ୟରେ ମହାପ୍ରସାଦ ଦିଆଦେଇ ହୋଇ 'ସଙ୍ଗାତ' 'ମିତ୍ରତା' ସ୍ଥାପନ କରିବା —To open a solemn god- relationship between each other.