ସଙ୍ଗିତ
(ସଙ୍ଗୀତା—ସ୍ତ୍ରୀ)
ସହଚରୀ; ଏକ ସଙ୍ଗରେ ବିଚରଣକାରୀ —Travelling or moving together.
(ଉ—ଅସଙ୍ଗରେ ସଙ୍ଗୀତ (ତା), ଅସଙ୍ଗରେ ସଙ୍ଗକଲେ କାଠଘଣ୍ଟ ଲମ୍ୱିତ(ତା)— ଢଗ)