ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ସଙ୍ଗିନ୍+ସ୍ତ୍ରୀ. ଈ)
[ସମ୍ପାଦନା]
- ୧. ସଙ୍ଗୀର ସ୍ତ୍ରୀଲିଙ୍ଗ — ୧. Feminine of 'Saṅgī'.
(ଉ—ନୁହଇ କେବଳ ମୁହିଁ ସମ୍ପଦ—ସଙ୍ଗିନୀ ପାଣ୍ଡବର ରାଧାନାଥ. ମହାଯାତ୍ରା)
- ୨. ବୟସ୍ୟା; ସଜନୀ —୨. A female companion.
(ଉ—କି ନାଦରେ ପ୍ରାଣସଙ୍ଗିନୀ ଶୁଭୁଛି ନିକୁଞ୍ଜବନେ ସଙ୍ଗୀତ)