ସଙ୍ଗିନ୍ ମାମଲା
ଦେଖଣା
ସଙ୍ଗିନ୍ ମାମଲା
ଉଚ୍ଚାରଣ
[ସମ୍ପାଦନା](ସଙ୍ଗିନ୍ କେସ୍—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ସଙ୍ଗିନ୍ ମାମଲା
|
ବୈଦେଶିକ - ବିଶେଷ୍ୟ - (ଫାରାସୀ - ସଙ୍ଗୀନ୍+ମୁକଦ୍ଦମା; ମୁଆମିଲା)
[ସମ୍ପାଦନା]ଗୁରୁତର ମକଦ୍ଦମା —Serious case.
(ଉ— ... ଏବଂ ମାମଲା ଭାରି ସଙ୍ଗିନ୍ ଥିବା ଲିହାଜ ଫକୀରମୋହନ. ଛମାଣ ଆଠଗୁଣ୍ଠ)