ସଙ୍ଗ କରିବା
ସଙ୍ଗମ କରିବା; ସହବାସ କରିବା — To cohabit; to have sexual intercourse.
[ଉ—ବଶିଷ୍ଠ ସଙ୍ଗେ ସଙ୍ଗ କରି, ଗର୍ଭ ହୋଇଲା ତାର ନାରୀ ଜଗନ୍ନାଥ. ଭାଗବତ]