ସଙ୍ଗ ଦୋଷ
ଦେଖଣା
ସଙ୍ଗ ଦୋଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମନ୍ଦବ୍ୟକ୍ତି ସଙ୍ଗେ ସଂସର୍ଗ —୧. Associa tion with bad people.
- ୨. ସଂସର୍ଗ ଦୋଷ —୨. Defective or sinful association.
- ୩. ଅସତ୍ ସଙ୍ଗ —୩. Keeping bad company.
- ୪. ଅସତ୍ ସଙ୍ଗଜନିତ ମନ୍ଦ ଫଳ — ୪. Evils due to evil association.
- ୫. ଅପବିତ୍ର ବା ଅବିଶୁଦ୍ଧ ବସ୍ତୁର ବା ବ୍ୟକ୍ତିର ସହବାସ ଜନିତ ଦୋଷ; ସଂସ୍ପର୍ଶ ଦୋଷ —୫. Fault due to contact with bad things or persons.
- ୬. ସାଂସାରିକ ଆସକ୍ତି ଜନିତ ଦୋଷ —୬. Evils due to association with wordly concerns.