Jump to content

ସଙ୍ଗ ସୋହବତ୍

ଉଇକିଅଭିଧାନ‌ରୁ

ସଙ୍ଗ ସୋହବତ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସଙ୍ଗୀମାନଙ୍କ ଅନୁରୋଧ — ୧. Request of one's companions.
୨. ସଙ୍ଗୀମାନଙ୍କ ସଙ୍ଗ —୨. Company of friends.

[ଉ—ଲୋକେ ସଙ୍ଗ ସୋହବତରେ ପଡି ମଦଖିଆ ଅଭ୍ୟାସ କରନ୍ତି]

୩. ସଙ୍ଗୀମାନଙ୍କ ମୁଖଲଜ୍ଜା —୩. Sensibility for not wounding the feelings of one's friends.