ସଙ୍ଘଡ଼
ଦେଖଣା
ସଙ୍ଘଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଙ୍ଘଡ଼
|
[ଅସଙ୍ଗଡ଼(ପାଟି)—ବିପରୀତ]
ଦେଶଜ - ବିଶେଷଣ - (ସଂସ୍କୃତ - ସଂଘଟିତ=ଘୋଟା ହୋଇଥିବା; ମିଶ୍ରିତ)
[ସମ୍ପାଦନା]- ୧. ଭିନ୍ନ ଭିନ୍ନ ପରିବାସୁସିଦ୍ଧ ହୋଇ ଏକତ୍ର ମିଶି ଯାଇଥିବା (ବ୍ୟଞନ) —୧. (Curry) In which the component vegetables or materials have been well boiled and become mixed up with one another.
- ୨. (ସଂ— ସଂଯତ) ସୁତୁର; ସୁବିଧାଜନକ — ୨. Convenient; congenial.
- ୩. ଠିକଣା; ସୁବିନ୍ୟସ୍ତ —୩. Well arranged; well set.
- ୪. ସଂଯତ —୪. Restrained.
ସଙ୍ଘଡ଼
ଉଚ୍ଚାରଣ
[ସମ୍ପାଦନା](ଅସଙ୍ଘଡ—ବିପରୀତ)
ଦେଶଜ - ବିଶେଷଣ -
[ସମ୍ପାଦନା]ସଂଘଡ (ଦେଖ) - Saṅghaṟḍ̠a (See)