ସଙ୍ଘେଇବା
ଦେଖଣା
ସଙ୍ଘେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଙ୍ଘେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. 'ସଙ୍ଘିବା' କ୍ରିୟାର ଣିଜନ୍ତ ରୂପ —୧. The causative form of 'Saṅghibā'.
- ୨. ଗାଭୀକୁ ବୃଷ ସଙ୍ଗେ ସଙ୍ଗମ କରାଇବା —୨. To cause a cow to be cohabited by a bull.
- ୩. (ସଂସ୍କୃତ - ସନଜ୍ ଧାତୁ) ସଂଯୋଜିତ କରାଇବା —୩. To cause to be joined.
- ୪. ମିଳାଇବା; ମିଳିତ କରାଇବା — ୪. To cause to meet.