Jump to content

ସଚକିତ

ଉଇକିଅଭିଧାନ‌ରୁ

ସଚକିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ସ=ସହିତ +ଚକିତ=ଭୟ, ଉଦ୍ୱେଗ; ବହୁବ୍ରୀହି)

[ସମ୍ପାଦନା]
୧. ତ୍ରସ୍ତ; ଆଶ୍ଚର୍ଯ୍ୟାନ୍ୱିତ — ୧. Startled; frightened.
୨. ସାବଧାନ; ଜାଗ୍ରତ୍ —୨. Vigilant.
୩. ଭୀରୁ —୩. Timid.