Jump to content

ସଚକିତ ନୟନ

ଉଇକିଅଭିଧାନ‌ରୁ

ସଚକିତ ନୟନ

ଉଚ୍ଚାରଣ

[ସମ୍ପାଦନା]

(ସଚକିତ ଦୃଷ୍ଟି—ଅନ୍ୟରୂପ)

[ସଚକିତ ନୟନା, ସଚକିତ ଦୃଷ୍ଟି—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସହାର୍ଥ ବହୁବ୍ରୀହି; କର୍ମଧାରୟ; ସ+ ଚକିତ ନୟନ; କିମ୍ୱା ସଚକିତ+ନୟନ; ସହାର୍ଥ ବହୁବ୍ରୀହି ବା ବହୁବ୍ରୀହି)

[ସମ୍ପାଦନା]

ସଭୟ ଦୃଷ୍ଟି; ଯାହାର ନୟନ ଭୟଯୁକ୍ତ ହୋଇଥାଏ — Having a frightened look.