Jump to content

ସଚରାଚର

ଉଇକିଅଭିଧାନ‌ରୁ

ସଚରାଚର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ସହାର୍ଥ ବହୁବ୍ରୀହି; ସ=ସହିତ+ ଚରାଚର=ସ୍ଥାବରାସ୍ଥାବର)

[ସମ୍ପାଦନା]

ସ୍ଥାବରାସ୍ଥାବର ସହିତ ବର୍ତ୍ତମାନ; ସ୍ଥାବର ଓ ଜଙ୍ଗମଯୁକ୍ତ (ପୃଥିବୀ) —(the world) Comprising all the moveable and the immoveable things.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ସମସ୍ତ; ସମଗ୍ର —୧. All
୨. ଜଗତର ସର୍ବତ୍ର ଦେଖାଯିବା —୨. Universal.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବିଶ୍ୱସୃଷ୍ଟି; ବ୍ରାହ୍ମାଣ୍ଡ —୧. The Ceration; the Universe.
୨. ସୃଷ୍ଟି ସମସ୍ତ ପଦାର୍ଥ; ସ୍ଥାବର ଓ ଜଙ୍ଗମ ବସ୍ତୁଚୟ —୨. All created things, moving and lifeless.

[ଉ—ସଚରାଚର ବସେ ଯହିଁ, ସେ ବିଷ୍ଣୁ ପ୍ରତିମା ଯେ ହୋଇ—ଜଗନ୍ନାଥ. ଭାଗବତ]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ସାଧାରଣତଃ —୧. Ordinarily; commonly.
୨. ଏହି ପୃଥିବୀରେ —୨. In this world.
୩. ଏହି ସୃଷ୍ଟିରେ —୩. In the creation.

(ଯଥା—ସଚରାଚର ଏହା ଦେଖାଯାଏ ଯେ, ବୃଦ୍ଧ ପିତାମାତାଙ୍କୁ ବୟଃପ୍ରାପ୍ତ ଯୋଗ୍ୟ ସନ୍ତାନ ପାଳନ କରନ୍ତି)