Jump to content

ସଚଳ

ଉଇକିଅଭିଧାନ‌ରୁ

ସଚଳ

ଉଚ୍ଚାରଣ

[ସମ୍ପାଦନା]

(ଅଚଳ—ବିପରୀତ)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ସ=ସହ+ଚଳ=ଗତିଶୀଳତା, ଚାଞ୍ଚଲ୍ୟ; ସହାର୍ଥ ବହୁବ୍ରୀହି)

[ସମ୍ପାଦନା]

ଚଳନଶୀଳ; ଗତିଶୀଳ —Moving.

ଦେଶଜ - ବିଶେଷଣ -

[ସମ୍ପାଦନା]

ସଂଗତିସଂପନ୍ନ (ଅବସ୍ଥା) — Well-to-do.

(ଉ—ତାଙ୍କର ବର୍ତ୍ତମାନ ଅବସ୍ଥା ବେଶ୍ ସଚଳ)