Jump to content

ସଚିବ

ଉଇକିଅଭିଧାନ‌ରୁ

ସଚିବ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ସଚ୍ ଧାତୁ=ସଂବନ୍ଧ କରିବା+କର୍ତ୍ତୃ. ଇବ)

[ସମ୍ପାଦନା]
୧. ମନ୍ତ୍ରୀ; ଅମାତ୍ୟ —୧. Minister.
୨. ସହାୟ —୨. Help.
୩. ସାହାଯ୍ୟକାରୀ ବ୍ୟକ୍ତି —୩. An assistant; a secretary.
୪. (ବୈଦ୍ୟକ) କୃଷ୍ଣଧସ୍ତୁରକ; କଳାଧାତୁରା —୪. The black species of Dhtura plant.