Jump to content

ସଚୀ

ଉଇକିଅଭିଧାନ‌ରୁ

ସଚୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ସଚ୍ ଧାତୁ=ଅପ୍ୟାୟିତ କରିବା+କର୍ମ. ଇ; ଈ; ଯାହାଙ୍କୁ ଇନ୍ଦ୍ର ଆପ୍ୟାୟିତ କରନ୍ତି; ଶଚି ବା ଶଚୀର ବିକଳ୍ପ ରୂପ)

[ସମ୍ପାଦନା]

ଶଚୀ ଇତ୍ୟାଦି (ଦେଖ) - — Ṡachī etc (See)



ସଚୀ

ଉଚ୍ଚାରଣ

[ସମ୍ପାଦନା]
(ସଚା—ପୁଂ. ବିଣ) 

(ସଚୀ ଦେବୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସଚି (ଦେଖ) - —Sachi (See)

ଦେଶଜ - ବିଶେଷ୍ୟ - ଓ ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ସଚ୍ଚୀ (ଦେଖ) - —Sachī (See)

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ନାମ)

[ସମ୍ପାଦନା]

ଶ୍ରୀ ଚୈତନ୍ୟଦେବଙ୍କ ମାତା —Name of the mother

of Sri Ca&aline;i̱itanya

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ସଚୀନ୍ଦ୍ରନାଥର ଡାକ ନାମ —Nickname of Sachīndranātha.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ସଚୀ (ଦେଖ) - — Sachī (See)