ସଚେତନିଦ
ଦେଖଣା
ସଚେତନିଦ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଚେତନିଦ
|
(ଅଚେତ୍ ନିଦ—ବିପରୀତ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଚିଆଁ ପହଡ଼; ଯେଉଁ ନିଦରେ ମନୁଷ୍ୟ ବା ଜୀବ ହିସୁଆର୍ ଥାଏ, ଅର୍ଥାତ୍ ଟିକିଏ ଶବ୍ଦ ଶୁଣିଲେ ଜାଗ୍ରତ୍ ହୁଏ —୧. Watchful or waking sleep.
[ଦ୍ରଷ୍ଟବ୍ୟ —କୁକୁର ମାନଙ୍କର ସଚେତ ନିଦ; ଜଣେ ଜଣେ ମନୁଷ୍ୟଙ୍କର ସଚେତ ନିଦ ଓ ଜଣ ଜଣକର ଅଚେତା ବା ଗାଢ଼ ନିଦ]
- ୨. ସ୍ୱଳ୍ପ ନିଦ୍ରା; ଯାହା ଗାଢ଼ ନିଦ୍ରା ନୁହେଁ — ୨. Light sleep; nap.