ସଚେତା
ଦେଖଣା
ସଚେତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ଅଚେତ୍(ତ, ତା)—ଅନ୍ୟରୂପ]
ଦେଶଜ - ବିଶେଷଣ - (ସଂସ୍କୃତ - ସଚେତନ)
[ସମ୍ପାଦନା]- ୧. ଚେଇଁଥିବା; ଅନିଦ୍ରିତ; ଜାଗ୍ରତ୍ —୧. Watching.
- ୨. ଚେତାଳ; ସାବଧାନ; ହୁସିଅର —୨. Watchful; vigilant.
- ୩. ସଜ୍ଞାନ —୩. Conscious.
- ୪. ପୁନଃ ଚେତନାପ୍ରାପ୍ତ —୪. Brought back into sense.
[ଉ—ବ୍ରହ୍ମା ହୋଇଲେ ଜାତ ସଚେତ, ଜାମ୍ୱୁବନ୍ତ ପୁନଃ ସେ ସୃଷ୍ଟି ବିଚରିତ—ଭଞ୍ଜ. ବୈଦେବିଶବିଳାସ]