Jump to content

ସଚେତ୍

ଉଇକିଅଭିଧାନ‌ରୁ

ସଚେତ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ଅଚେତ୍(ତ, ତା)—ଅନ୍ୟରୂପ]

ଦେଶଜ - ବିଶେଷଣ - (ସଂସ୍କୃତ - ସଚେତନ)

[ସମ୍ପାଦନା]
୧. ଚେଇଁଥିବା; ଅନିଦ୍ରିତ; ଜାଗ୍ରତ୍ —୧. Watching.
୨. ଚେତାଳ; ସାବଧାନ; ହୁସିଅର —୨. Watchful; vigilant.
୩. ସଜ୍ଞାନ —୩. Conscious.
୪. ପୁନଃ ଚେତନାପ୍ରାପ୍ତ —୪. Brought back into sense.

[ଉ—ବ୍ରହ୍ମା ହୋଇଲେ ଜାତ ସଚେତ, ଜାମ୍ୱୁବନ୍ତ ପୁନଃ ସେ ସୃଷ୍ଟି ବିଚରିତ—ଭଞ୍ଜ. ବୈଦେବିଶବିଳାସ]