Jump to content

ସଚେଷ୍ଟ

ଉଇକିଅଭିଧାନ‌ରୁ

ସଚେଷ୍ଟ

ଉଚ୍ଚାରଣ

[ସମ୍ପାଦନା]
(ସଚେଷ୍ଟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସ=ସହିତ+ଚେଷ୍ଟା; ସହାର୍ଥ ବହୁବ୍ରୀହି)

[ସମ୍ପାଦନା]
୧. ଚେଷ୍ଟାଯୁକ୍ତ; ଚେଷ୍ଟାନ୍ୱିତ —୧. Exerting; endeavouring; striving.
୨. ଉଦ୍— ଯୋଗୀ —୨. Energetic.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଆମ୍ର; ଆମ୍ୱ — Mango.