Jump to content

ସଚୋଟ୍

ଉଇକିଅଭିଧାନ‌ରୁ

ସଚୋଟ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଂ. ସ୍ତ୍ରୀ (ସଂସ୍କୃତ - ସତ୍)

[ସମ୍ପାଦନା]
୧. ସାଧୁ; ସତ୍ —୧. Honest.
୨. ପ୍ରଭୁଭକ୍ତ —୨. Dutiful; loyal.
୩. (ସଂସ୍କୃତ - ସତ୍ୟ) (ପୁ) ସତ୍ୟବାଦୀ —୩. Truthful.
୪. (ସ୍ତ୍ରୀ) ସତୀ —୪. (a wife) Faithful to the husband; chaste.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସଚ୍ଚାପଣ —Honesty.