ସଚ୍ଚାପଣ ଦେଖେଇ ହେବା
ଦେଖଣା
ସଚ୍ଚାପଣ ଦେଖେଇ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଚ୍ଚାପଣ ଦେଖେଇ ହେବା
|
ଦେଶଜ - କ୍ରି—(ମନ୍ଦାର୍ଥ)
[ସମ୍ପାଦନା]- ୧. ଲୋକଙ୍କୁ ଦେଖାଇବା ପାଇଁ ନିଜର ସାଧୁତାର ବା ସତ୍ୟବାଦିତାର ବାହାନା କରିବା — ୧. To fegin honesty or truthfulness; to affect honesty or truthfulness.
- ୨. ନିଜର ସତ୍ୟବାଦିତା, ସାଧୁତା ବା ସତୀତ୍ୱ ବିଷୟରେ ଲୋକସମାଜରେ ଅସ୍ଫାଳନ କରିବା —୨. To brag or boast of one's honesty, chastity or truthfulness.